ପୋଲସରା: ରାସ୍ତା ମଝିରେ ଯୁବକକୁ ଖଣ୍ତାରେ ହାଣି ହତ୍ୟା । ଏପରି ଘଟଣା କବିସୂର୍ଯ୍ୟନଗର ଥାନା ବାଲିଆସରା-ଷଣ୍ଢମରା ବାସ୍ତାରେ ଘଟିଛି । ରାସ୍ତା ଉପରେ ମୃତ ଦେହ ପଡିରହିଥିବା ରହିଛି । ହେଲେ ଏପର୍ଯ୍ୟନ୍ତ ମୃତ୍ୟୁ କାରଣ ଏବଂ କିଏ ହତ୍ୟା କରିଛି ସେନେଇ କୌଣସି ସୂଚନା ନାହିଁ ।