ବାଣୀବିହାର ଓଭର ବ୍ରିଜ ଉପରେ ଏକ ବଡ ଧରଣର ଦୁର୍ଘଟଣା, ଅଳ୍ପକେ ବାର୍ତ୍ତିଲେ ଯାତ୍ରୀ

ଭୁବନେଶ୍ବର : ଆସିଲା ବଡ ଖବର । ଆଜି ସକାଳେ ଭୁବନେଶ୍ବର ବାଣୀବିହାର ଓଭର ବ୍ରିଜ ଉପରେ ସଡ଼କ ଦୁର୍ଘଟଣା । କିନ୍ତୁ ଅଳ୍ପକେ ବଂଚିଗଲେ ଅନେକ ଯାତ୍ରୀ । ଓଏସଆରଟିସି ବସ କୁ ଧକ୍କା ଦେଲା ଘରୋଇ ବସ । ଦୁର୍ଘଟଣାରେ ଦୁଇଟି ବସର ଡ୍ରାଇଭରଙ୍କ ସମେତ ଏକାଧିକ ଆହତ ହୋଇଥିବା ଜଣାପଡିଛି ।

 Accident

ସମସ୍ତ ଆହତ ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବସ ବ୍ରେକଫେଲ ହେବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+