ବାର୍ଷିକ କ୍ରୀଡ଼଼ା ପ୍ରତିଯୋଗିତାରେ ଅଘଟଣ, ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍

ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍, ଗୁରୁତର ଛାତ୍ର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି, ଜଣେ ଛାତ୍ର ପ୍ରାକ୍ଟିସ୍ କରୁଥିବା ବେଳେ ଜାଭେଲିନ୍ ଅନ୍ୟ ଜଣ ଛାତ୍ରଙ୍କ ବେକରେ ପସିଯାଇଥିବା ନେଇ ସୂଚନା ରହିଛି ।ଆହତ ଛାତ୍ରଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି

ବଲାଙ୍ଗିର: ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା ବେଳେ ଅଘଟଣ । ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍ । ଜଣେ ଛାତ୍ର ପ୍ରାକ୍ଟିସ୍ କରୁଥିବା ବେଳେ ଜାଭେଲିନ୍ ଅନ୍ୟ ଜଣ ଛାତ୍ରଙ୍କ ବେକରେ ପସିଯାଇଥିବା ନେଇ ସୂଚନା ରହିଛି । ଏପରି ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ଆଗଲପୁର ବାଳକ ହାଇସ୍କୁଲରେ । ଆହତ ଛାତ୍ରଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

balangir.

ସୂଚନା ଅନୁସାରେ, ସ୍କୁଲର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜାଭେଲିନ୍ ପ୍ରାକ୍ଟିସ୍ କରୁଥିବା ସମୟରେ ଘଟିଥିଲା ଅଘଟଣ । ଜଣେ ଛାତ୍ର ଫିଙ୍ଗୁଥିବା ବେଳେ ନବମ ଶ୍ରେଣୀର ଛାତ୍ର ସଦାନନ୍ଦଙ୍କ ବେକରେ ପଶିଗଲା ଜାଭେଲିନ୍ । ତାଙ୍କୁ ତୁରନ୍ତ ଭିମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଜାଭଲିନ୍ ବେକରୁ କାଢିବା ପାଇଁ ଏବଂ ଅପରେସନ କିରବା ପାଇଁ ସୂତନ୍ତ୍ର ଆଠ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି । ସୂଚନା ପାଇ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୁଖ ଡାକ୍ତରଖାନାରେ ପହଁଚିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+