ଶିମିଳିପାଳ ଜଙ୍ଗଲରେ ଲାଗିଲା ନିଆଁ

ଚିନ୍ତା ବଢାଇ ଲଣୀ ଜଙ୍ଗଲ ନିଆଁ । ପ୍ରତ୍ୟେକ ବର୍ଷ ଏମିତି ଘଟଣା ଦେଖିବାକୁ ମିଳେ । କାରଣ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଙ୍ଗଲରେ ନିଆଁ ଲାଗିଥାଏ । ଶିମିଳିପାଳ ଉତ୍ତର ଜୋନ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ୧୩ ଟି ସ୍ଥାନରେ ନିଆଁ ଲାଗିଛି । ଘଟଣାସ୍ଥଳରେ ଫାୟାର ସ୍କୋଡ୍, ବନ କର୍ମଚାରୀ ପହଂଚି ନିଆଁକୁ ଆୟତ କରିବାକୁ ପ୍ରୟାସ ଜାରି ରଖିଛନ୍ତିି ।

Shimilipal forest

ରାଜ୍ୟରେ ଅଧିକାଂଶ ସ୍ଥାନରେ ତାତି ୪୦ ଡିଗ୍ରୀ ପାର କରିଥିବା ବେଳେ ହିଟ୍ୱେଭ ଦେଖିବାକୁ ମିଳିଛି । ଖରାରେ ଗଛପତ୍ର ଶୁଖିଯାଉଛି । ତେବେ ଜଙ୍ଗଲରେ କିପରି ନିଆଁ ଲାଗିଲା ତାହା ଉପରେ ଛାନଭିନ କରୁଛି ବନ ବିଭାଗ ।

ପୁରୀ ଜିଲ୍ଲା କାକଟପୁର ନିକଟ ଗଣିପୁର ଜଙ୍ଗଲରେ ନିଆଁ । ଜଙ୍ଗଲ ସହ ପାଖରେ ଥିବା ପାଖୁଡି ବଣରେ ନିଆଁ ଲାଗିଯାଇଛି । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହୀନୀଙ୍କୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ୪ଟି ଅଗ୍ନିଶମ ଟିମ ନିଆଁକୁ ଆୟତ କରିଛନ୍ତି । ନିଆଁ ଲାଗିବା ପରେ ପବନ ଅଧିକ ଯୋଗୁ ନିଆଁ ବ୍ୟାପିଯାଇଥିଲା । ନିଆଁ ଲାଗି ପ୍ରାୟ ୨୦ ଏକର ପାଖୁଡି ବଣ ପାଉଁଶ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+