ରାଜଧାନୀରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
Crime News: ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ।ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ହଷ୍ଟେଲ କ୍ୟାମ୍ପସ ଭିତରୁ ନେପାଳୀ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତକ ଛାତ୍ରୀ ଜଣକ ବିଟେକ୍ ଛାତ୍ରୀ, ବର୍ତ୍ତମାନ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ କିଟ୍'ରେ ଉତ୍ତେଜନା ପ୍ରକାଶ ପାଇଛି ।













Click it and Unblock the Notifications