ଠେଙ୍ଗିରି ତଇଲା ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ମାଈ ହାତୀ

ତେଲକୋଇ ବନାଞ୍ଚଳ ଠେଙ୍ଗିରି ତଇଲା ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ମାଇହାତୀ । କିଛି ଦିନ ଧରି ହାତୀଟି ଏଣେତେଣେ ବୁଲୁଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ହାତୀଟିର ଆଗ ବାମ ଗୋଡ଼ ଓ ପଛ ଡାହାଣ ଗୋଡରେ ଆଘାତ ଲାଗିଛି । କେହି ଶିକାରୀ ହାତୀଦାନ୍ତ ଚୋରି ଉଦ୍ଦେଶ୍ୟରେ ହାତୀକୁ ଗୁଳି କରିଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଆହତ ହାତୀଟି ଉପରେ ନଜର ରଖିଛନ୍ତି ବନବିଭାଗ ଅଧିକାରୀ । ତେବେ ବର୍ତ୍ତମାନ ସୁଦ୍ଧା ହାତୀଟିର ଚିକିତ୍ସା ଆରମ୍ଭ ହୋଇନାହିଁ । ଫଳରେ ତା ଅବସ୍ଥା ସଙ୍କଟାପନ୍ନ ଆଡ଼କୁ ଗତି କରୁଛି । ଗୋଟିଏ ପଟେ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାକୁ ବନ ବିଭାଗ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ କେମିତି ହାତୀଟି ଗୁଳିବିଦ୍ଧ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।

elephant
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+