ଥରେ ଗ୍ରାହକଙ୍କୁ ବଡ ଝଟକା, ବଢିଲା ସୁନା ଦର

ଆଶ୍ୱସ୍ତି ପରେ ପୁଣି ମୁଣ୍ଡ ବିନ୍ଧାର କାରଣ ପାଲଟିଲା ସୁନା ଦର । ଜୁନ୍‌ ୧୧ ଅର୍ଥାତ୍‌ ବୁଧବାର ବୃଦ୍ଧି ପାଇଛି ସୁନା ଦର । ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୯୮,୪୦୦ ଟଙ୍କା ରହିଛି । ଗତକାଲି ଏହା ୯୭,୫୮୦ ଟଙ୍କା ଥିଲା । ଏଥିରେ ୮୨୦ ଟଙ୍କା ବୃଦ୍ଧି ପାଇଛି ।

gold prices

୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୯୦,୨୦୦ ଟଙ୍କା ରହିଛି । ଗତକାଲି ୮୯,୪୫୦ ଟଙ୍କା ଥିଲା । ଏଥିରେ ୭୫୦ ଟଙ୍କା ହ୍ରାସ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+