ମହାନଦୀକୁ ଡେଇଁ ଯୁବକ ନିଖୋଜ
A 42 year Old Man Jumped Into The Mahanadi Riverମହାନଦୀକୁ ଡେଇଁଲେ ଯୁବକ, ମିଳିଲା ପରିଚୟ
ଆଠଗଡ଼: ଦିନକୁ ଦିନ ରାଜାଧାନୀରେ ଆତ୍ମହତ୍ୟା ଘଟଣା ବଢୁଥିବାର ଦେଖିବା ପାଇଁ ମିଳୁଛି । ଆଜି ସକାଳେ ଆଉ ଜଣେ ଭୁବନେଶ୍ୱରର ଯୁବକ ନଦୀକୁ ଡେଇଁ ସୁଇସାଇଡ୍ କରିବା ଚେଷ୍ଟା କରିଛନ୍ତି । ଆଠଗଡ଼ ମୁଣ୍ତଳୀ ବ୍ୟାରେଜ୍ ଉପରେ ସ୍କୁଟି ରଖି ପାଣିକୁ ଡେଇଁ ଯୁବକ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ହେଲେ ମିଳୁ ନାହିଁ ପତ୍ତା । ଗାଡ଼ି ଡିଏଲ୍ ଓ ପାନ୍ କାର୍ଡ ବାହାର କରିବା ବ୍ୟକ୍ତିଙ୍କର ପରିଚୟ ମିଳି ପାରିଛି । ଯୁବକ ଜଣକ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ବିଶ୍ୱଦେବ ଦାସ । ତେବେ ଏହି ଘଟାଣା ପାଇଁ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ତେବେ ଆଜି ସକାଳେ ମୁଣ୍ଡଳୀ ବ୍ରିଜ୍ ଉପରେ ଯୁବକ ଜଣକ ସ୍କୁଟି ରଖି ହଠାତ୍ ନଦୀକୁ ଡେଇଁ ପଡିଥିଲେ। ଏଗି ସ୍ଥାନୀୟ ଲୋକ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେବା ପରେ ଖୋଜାଖୋଜି ଆରମ୍ଭ ହୋଇଛି ହେଲେ ବନ୍ୟା ପାଇଁ ମହାନଦୀରେ ପାଣିସ୍ରୋତ ଅଧିକ ଥିବାରୁ ଅଗ୍ନିଶମ ବାହିନୀକୁ ଖୋଜିବାରେ ସମସ୍ୟା ହେଉଛି । ପ୍ରଖର ସ୍ରୋତରେ ଯୁବକ ଜଣଙ୍କ ଖୁବ ଶିଘ୍ର ଦୁରକୁ ଭାସି ଯାଇଛନ୍ତି । ପରିଚୟ ମିଳିବା ପରେ ପୁଲିସ୍ ତାଙ୍କ ପରିବାର ସହ ଯୋଗାଯୋଗ କରିଛି ।

ତେବେ ସୂଚନା ଅନୁସାରେ ନିଖୋଜ ବ୍ୟକ୍ତି ଜଣକ ଖୋର୍ଦ୍ଧା ଜିଲ୍ଲା ତୁରଂତୁରାର ବିଶ୍ୱଦେବ ଦାସ(୪୧) । ଯିଏ ନିଜ ପରିବାର ସହ ଶୈଳଶ୍ରୀ ବିହାରରେ ରହି ବ୍ୟବସାୟ କରୁଥିଲେ । କୌଣସି କାରଣରୁ ପତ୍ନୀଙ୍କ ସହ ଝଗଡ଼ା ପରେ ବିଶ୍ୱଦେବ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି କହିଛନ୍ତି ସମ୍ପର୍କୀୟ । ଘଟଣାସ୍ଥଳରୁ ବିଶ୍ୱଦେବଙ୍କ ସ୍କୁଟି, ମୋବାଇଲ ଓ ମନିପର୍ସ ଜବତ କରିଛି ପୁଲିସ
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications