କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭାସାଇବାକୁ ଯାଇ ପୋଖରିଲେ ବୁଡି ପ୍ରାଣ ହରାଇଲା ୩ ବରଗର ଶିଶୁ

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ, ଡଙ୍ଗା ଭସାଇବାକୁ ଯାଇ ପୋଖରୀରେ ବୁଡ଼ି ଶିଶୁ ମୃତ । କଟକ ସାଲେପୁର କରମୁଆଁ ଗାଁରୁ ଆସିଛି ଏଭଳି ଅଘଟଣର ଚିତ୍ର । ଗାଁ ନିକଟରେ ଥିବା ପୋଖରୀରେ ଡଙ୍ଗା ଭସାଇବାକୁ ଯାଇ ତିନି ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ ଘଟିଛି ।

dealth

ସକାଳୁ ଡଙ୍ଗା ଭସାଇବାକୁ ଆସି ଘରକୁ ଫେରିନଥିଲା ଶିଶୁ ପୁତ୍ର । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ଗାଁ ନିକଟ ପୋଖରୀରୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ, ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଛନ୍ତି । ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+