ଭୁବନେଶ୍ବରରେ ମୋ ବସ୍ ଧକ୍କାରେ ୧୨ ବର୍ଷୀୟ ଝିଅର ମୃତ୍ୟୁ

ପୁଣି ମୋ ବସ ନେଲା ଏକ ଜୀବନ । ଘରୁ ସାଇକେଲରେ ନନ୍ଦନକାନନ ଛକକୁ ଯାଉଥିଲେ । ପଛରୁ ଧକ୍କା ଦେଇ ଘୋଷାରି ନେଇଥିଲା। ଦୁର୍ଘଟଣା ପରେ ମୋ ବସ ନନ୍ଦନକାନନ ଥାନାରେ ଆତ୍ମସମର୍ପଣ କରିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।

mo bus

ତେବେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଛନ୍ତି । ମୃତ ଯୁବତୀ ଜଣକ ନର୍ସରୀରେ କାମକରୁଥିବା ରାମୁ ଝିଅ ବୋଲି ଜଣାପଡିଛି।

ସୂଚନା ଥାଉକି, ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍ । ମୋ ବସ୍‌ ଧକ୍କାରେ ଛୋଟ ଝିଅର ମୃତ୍ୟୁ ହୋଇଛି । ମଙ୍ଗଳବାର ନନ୍ଦନକାନନ ରାସ୍ତା ରଘୁନାଥ ପୁର, ଡ୍ରିମ୍ ଭିଲ୍ଲା ସାମ୍ନାରେ ମୋ ବସ୍‌ ଧକ୍କାରେ ୧୩ ବର୍ଷର ଛାତ୍ରୀ ମୃତ୍ୟୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+