ରାଜ୍ୟରେ ଅକ୍ସିଜେନ୍ ପରିଚାଳନା ପାଇଁ ୯ ଜଣିଆ କମିଟି ଗଠନ
ରାଜ୍ୟରେ ଅକ୍ସିଜେନ୍ ପରିଚାଳନା ପାଇଁ ଟାସ୍କଫୋର୍ସ ଗଠନ କଲେ ରାଜ୍ୟ ସରକାର । ଏକ ୯ ଜଣିଆ କମିଟି ଗଠନ କରିଛନ୍ତି ସରକାର ।
ଭୁବନେଶ୍ୱର: ରାଜ୍ୟରେ ଅକ୍ସିଜେନ୍ ପରିଚାଳନା ପାଇଁ ଟାସ୍କଫୋର୍ସ ଗଠନ କଲେ ରାଜ୍ୟ ସରକାର । ଏକ ୯ ଜଣିଆ କମିଟି ଗଠନ କରିଛନ୍ତି ସରକାର । କମିଟି ଅଧ୍ୟକ୍ଷରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ।

ରାଜ୍ୟରେ ଅକ୍ସିଜେନର ଉତ୍ପାଦନ ବୃଦ୍ଧି ନେଇ କାମ କରିବ ଏହି କମିଟି । କିଭଳି ଠିକ୍ ଭାବେ ରୋଗୀଙ୍କ ପାଖରେ ଅକ୍ସିଜେନ୍ ପହଞ୍ଚି ପାରିବ ଓ ସଠିକ୍ ପରିଚାଳନା ହୋଇପାରିବ ତାହା ଉପରେ ଧ୍ୟାନ ଦେବ ଏହି ଟିମ୍ । ରାଜ୍ୟରେ ଦୀର୍ଘ ସମୟ ଧରି କିଭଳି ଅକ୍ସିଜେନର ଅଭାବ ନ ରହିବ ସେଥିପାଇଁ କାମ କରିବ ଏହି କମିଟି ।












Click it and Unblock the Notifications