ହତ୍ୟା ଅଭିଯୋଗରେ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବାଙ୍କୀ ଗୋବିନ୍ଦ ବେହେରା ହତ୍ୟା ମାମଲାର ରାୟ ପ୍ରକାଶ । ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ଓପିଆଇଡି କୋର୍ଟ ଜଜ୍ । ହତ୍ୟା ଘଟଣାର ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମୃତକ ଥିଲେ ନଣ୍ଡା ଓରଫ ଗୋବିନ୍ଦ ବେହେରା ।

life imprisonment

୨୦୨୦ ଅକ୍ଟୋବର ମାସରେ ରାଜନୈତିକ ହିଂସା ଘଟିଥିଲା । ହିଂସାର ଶିକାର ହୋଇଥିଲେ ଗୋବିନ୍ଦ ବେହେରା । ଅଭିଯୁକ୍ତ ମାନେ ବୋମା ପକାଇ ଅତି ନୃଶଂସ ଭାବେ ହତ୍ୟା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+