୧୦ ବର୍ଷରେ ମଲେଣି ୮୮୮ଟି ହାତୀ ; ଗୃହରେ ସୂଚନା ଦେଲେ ମନ୍ତ୍ରୀ

୧୦ ବର୍ଷରେ ହାତୀ ନେଇଛି ୧୨୦୯ ମୁଣ୍ଡ । ୧୦ ବର୍ଷରେ ହାତୀ ଆକ୍ରମଣରେ ୧୨୦୯ ଲୋକଙ୍କ ଜୀବନ ଯାଇଛି । ଗତ ୧୦ ବର୍ଷରେ ମୋଟ୍‌ ୮୮୮ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଶିକାରରେ ୩୩, ଯୋଜନାବଦ୍ଧ ଭାବେ ୧୬, ରୋଗରେ ୩୦୬ ହାତୀ ମୃତ ।

ganesh ram khuntia

ବିଦ୍ୟୁତ ଆଘାତରେ ୧୫୮ ଓ ସଡ଼କ-ରେଳ ଦୁର୍ଘଟଣାରେ ୩୭ ହାତୀ ମୃତ୍ୟୁ ହୋଇଛି । ବିଧାନସଭାରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଲିଖିତ ଉତ୍ତର ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+