କରୋନା ଅପଡେଟ୍ : 24 ଘଣ୍ଟାରେ ଚିହ୍ନଟ ହେଲେ 82 ସଂକ୍ରମିତ
ବର୍ତ୍ତମାନ ରାଜ୍ୟରେ ପୂର୍ବାପେକ୍ଷା କରୋନା ସଂକ୍ରମଣ କମ ଥିଲେ ବି ପୂରା କମି ନାହିଁ । ଏବେ ବି ତଳଉପର ହେଉଛି କରୋନା ଗ୍ରାଫ୍ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 82 ଜଣ କରୋନା ମାମଲା ଚିହ୍ନଟ ହୋଇଛି ।
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ପୂର୍ବାପେକ୍ଷା କରୋନା ସଂକ୍ରମଣ କମ ଥିଲେ ବି ପୂରା କମି ନାହିଁ । ଏବେ ବି ତଳଉପର ହେଉଛି କରୋନା ଗ୍ରାଫ୍ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 82 ଜଣ କରୋନା ମାମଲା ଚିହ୍ନଟ ହୋଇଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ 48 ଜଣ କ୍ୱାରେଣ୍ଟାଇନ୍ରୁ ଥିବା ବେଳେ 34 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି 18 ବର୍ଷ ବୟସ ମଧ୍ୟରେ 10 ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 1334787କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

Covid-19 Report For 7th Oct
New Positive Cases: 82
Of which 0-18 years: 10
In quarantine: 48
Local contacts: 34(Details of local contacts will be shared by concerned Dist)
1. Balasore: 1
— I & PR Department, Odisha (@IPR_Odisha) October 8, 2022
2. Bargarh: 3
3. Bhadrak: 1
4. Cuttack: 10
5. Deogarh: 2
6. Dhenkanal: 1
7. Ganjam: 3
ରାଜ୍ୟରେ ବର୍ତ୍ତମାନ 623ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ 13,24,912ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ 33,64,4390 ସାମ୍ପୁଲ ପରୀକ୍ଷା କରାଯାଇଛି।
8. Jajpur: 3
— I & PR Department, Odisha (@IPR_Odisha) October 8, 2022
9. Kalahandi: 2
10. Keonjhar: 3
11. Khurda: 13
12. Mayurbhanj: 1
13. Nawarangpur: 1
14. Nayagarh: 2
15. Nuapada: 3
16. Puri: 11
17. Rayagada: 2
18. Sambalpur: 3
19. Sundargarh: 14
20. State Pool: 3












Click it and Unblock the Notifications