ପର୍ଯ୍ୟଟନ ପାଇଁ ୮ ହଜାର କୋଟି, ପର୍ଯ୍ୟଟନରେ ୧୨୧ଟି ପ୍ରୋଜେକ୍ଟ ଉପରେ ପୁଞ୍ଜି ପ୍ରସ୍ତାବ ଆସିଛି: ପ୍ରଭାତୀ ପରିଡ଼ା
Odisha News: ପର୍ଯ୍ୟଟନରେ ୧୨୧ଟି ପ୍ରୋଜେକ୍ଟ ଉପରେ ପୁଞ୍ଜି ପ୍ରସ୍ତାବ ଆସିଛି । ପ୍ରାୟ ୮ ହଜାର ୧୫୩ କୋଟି ନିବେଶ ପାଇଁ ପ୍ରସ୍ତାବ ଆସିଛି । ନ୍ୟାସନାଲ କାଉନସିଲ୍ ଅଫ୍ ସାଇନ୍ସ ମ୍ୟୁଜିଅମ ସହିତ MOU ହୋଇଛି । ମ୍ୟୁଜିୟ ଟୁରିଜିମ ବଢାଇବାକୁ କିଛି ପଲିସି ବଦଳିବା ଦରକାର । ରିସର୍ଟ, ହୋଟେଲ, ୱାଟର ସ୍ପୋର୍ଟ୍ସ,ଆଡଭେଞ୍ଚର୍ସ ସ୍ପୋର୍ଟ୍ସକୁ ଗୁରୁତ୍ୱ ଦିଆଯିବ ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହୁରି କହିଛନ୍ତି, ପୂର୍ବ ସରକାରଙ୍କ କଥା ଜାଣିନୁ, ହେଲେ ଆମେ ଟୁରିଜିମକୁ ଶିଳ୍ପ ଭାବେ ନେଉଛୁ । ପ୍ରାୟ ୮ ହଜାର ୧୫୩ କୋଟି ନିବେଶ ପାଇଁ ପ୍ରସ୍ତାବ ଆସିଛି । ନ୍ୟାସନାଲ କାଉନସିଲ୍ ଅଫ୍ ସାଇନ୍ସ ମ୍ୟୁଜିଅମ ସହିତ MOU ହୋଇଛି । ମ୍ୟୁଜିୟ ଟୁରିଜିମ ବଢାଇବାକୁ କିଛି ପଲିସି ବଦଳିବା ଦରକାର ।












Click it and Unblock the Notifications