ଅବକାରୀ ବିଭାଗର ଚାକିରିରୁ ବିଦା ହେଲେ ୮ କର୍ମଚାରୀ

ଭୁବନେଶ୍ବର : ଅବକାରୀ ବିଭଗର ୮ କର୍ମଚାରୀ ବହିଷ୍କୃତ। ୩ ଜଣଏଏସଆଇ ଓ ୫ ଜଣ କନେଷ୍ଟବଳ ଚାକିରିରୁ ବହିଷ୍କୃତ ହୋଇଛ୍ତି। ଚାକିରୀରୁ ବହିଷ୍କୃତ କଲେ ଅବକାରୀ କମିଶନର ନରସିଂହ ଭୋଳ। ବହିଷ୍କୃତଙ୍କ ମଧ୍ୟରେ ତିନି ଜଣ ଏଏସ୍‌ଆଇ ଓ ପାଞ୍ଚ ଜଣ କନଷ୍ଟେବଳ ଅଛନ୍ତି । ବହିଷ୍କୃତ ତିନି ଏଏସଆଇଙ୍କ ମଧ୍ୟରେ ଔରପଲକ ଦାସ, ସୁଦିପ୍ତ ଦାସ ଓ ନିରଞ୍ଜନ ଖଟୁଆ ଅଛନ୍ତି । ୫ ଜଣ କନଷ୍ଟେବଲଙ୍କ ମଧ୍ୟରେ ଦୀପକ ପାଣୀଗ୍ରାହୀ, ତ୍ରିଲୋଚନ ରାଇଚିତା, ଆର୍ ଭେଙ୍କେଟେସ କୁମାର, ତ୍ରିନାଥ ସବର ଓ ରାଜୀବ ଭଞ୍ଜ ଅଛନ୍ତି ।

excise department

ଅବକାରୀ ବିଭାଗର ୨୧ କର୍ମଚାରୀଙ୍କ ବିରୁଦ୍ଧରେ ବିଭନ୍ନ ଅଭିଯୋଗରେ ମାମଲାର ତଦନ୍ତ ଚାଲିଥିଲା । ଅନ୍ୟ ୨୦ ଜଣ ଅବକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ମଧ୍ୟ ଖବର ମିଳିଛି । ଏମାନଙ୍କ ବିରୁଦ୍ଧରେ ଡିପାର୍ଟମେଣ୍ଟାଲ ଇନକ୍ବାରୀ ସମୟରେ ଅନେକ ଭୁଲ୍ ବାହାରିଥିବା ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+