ମାଓ କ୍ୟାମ୍ପରୁ ଲକ୍ଷାଧିକ ଟଙ୍କା ଜବତ
Mao Camp News: ମାଓ କ୍ୟାମ୍ପରୁ ମିଳିଲା ପୁଳାପୁଳା ଟଙ୍କା । ପଟରୀପାଣି ଜଙ୍ଗଲରେ ପୋଲିସ- ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ଏହି ସମୟରେ ଯବାନ ସର୍ଚ୍ଚ ଅପରେସନ୍ କରିଥିଲେ ଏହି ସମୟରେ ଘଟଣାସ୍ଥଳରୁ ମାଓବାଦୀ ମାନେ ଚମ୍ପଟ ମାରିଥିଲେ ହେଲେ ଘଟଣାସ୍ଥଳରୁ ୮ ଲକ୍ଷ ଟଙ୍କା ଜବତ କରାଯାଇଛି । ଏଥିସହିତ ମାଓ କାର୍ଯ୍ୟକଳାରେ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାରର ସାମଗ୍ରୀ ଜବତ କରାଯାଇଛି । ଡିଆରଜି ଯବାନ ଏବଂ କୋବ୍ରା ବାଟାଲିଅନର ମିଳିତ ଅପରେସନରେ ଲକ୍ଷାଧିକ ଟଙ୍କା ଜବତ କରାଯାଇଥିବା ନେଇ ସୂଚନା ରହିଛି ।













Click it and Unblock the Notifications