ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ୍‌ ଖୋଲା; ଡ୍ୟାମ୍‌ ଭିତରକୁ ୨,୩୩,୪୭୮ କ୍ୟୁସେକ୍ ଜଳ ପ୍ରବେଶ

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ୍‌ ଖୋଲା । ଡ୍ୟାମ୍‌ ବାମ ପାର୍ଶ୍ବର ୫ ଓ ଡାହାଣ ପାର୍ଶ୍ବର ୩ଟି ଗେଟ୍‌ ଖୋଲା .ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୨୧ ଫୁଟ୍ ରହିଛି ।

ଡ୍ୟାମ୍‌ ଭିତରକୁ ୨,୩୩,୪୭୮ କ୍ୟୁସେକ୍ ଜଳ ପ୍ରବେଶ । ଜଳଭଣ୍ଡାରରୁ ୧,୬୧,୬୭୭ କ୍ୟୁସେକ୍ ଜଳ ନିଷ୍କାସିତ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଡ୍ୟାମ୍ ଜଳସ୍ତର ।

8 gates of Hirakud reservoir opened
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+