୭୯ତମ ସ୍ବାଧୀନତା ଦିବସ, ଗାନ୍ଧୀମାର୍ଗ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ । ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଜେଇ ହୋଇଛି ଭୁବନେଶ୍ବର ଗାନ୍ଧୀମାର୍ଗ। ଚଳିତ ବର୍ଷ ଆନ୍ଧ୍ର ଷ୍ଟେଟ ଆର୍ମଡ ପୋଲିସ ଭାଗ ନେଇଥିବା ବେଳେ ରାଜଧାନୀର ୨୪ ଟି ସ୍କୁଲର ଛାତ୍ରଛାତ୍ରୀ ମାନେ ବି ପରେଡ଼ରେ ଅଂଶ ଗ୍ରହଣ କରିଛନ୍ତି । ଚଳିତ ବର୍ଷ ୪ ଟି ପୋଲିସ ବ୍ୟାଣ୍ଡ ସହ ୪ ଟି ବିଭିନ୍ନ ସ୍କୁଲର ବ୍ୟାଣ୍ଡ ମଧ୍ୟ ଦେଖାଇବେ କମାଲ ।

Independence Day

ପୂରା କାର୍ଯ୍ୟକ୍ରମରେ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୨୧ ପ୍ଲାଟୁନ ପୋଲିସ ଫୋର୍ସ । SI ଓ ASI ରାଙ୍କର ୧୦୨ ପୋଲିସ ଅଧିକାରୀ ଅଛନ୍ତି । ସେହିଭଳି ୨୧ ଜଣ ଇନ୍ସପେକ୍ଟର, ୮ ଏସିପି, ୫ ଅତିରିକ୍ତ ଡିସିପି ଓ ୫ ଡିସିପି ମୁତୟନ ହୋଇଛନ୍ତି। ଗାନ୍ଧିମାର୍ଗରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ପ୍ରତି ଛକରେ ସୁରକ୍ଷାକୁ କଡାକଡି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+