ନିଷିଦ୍ଧାଞ୍ଚଳରେ ମାଛ ଧରି ୭ ମତ୍ସଜୀବୀ ଅଟିକ

Konarka News: ନିଷିଦ୍ଧାଞ୍ଚଳରେ ମାଛ ଧରିବାରୁ ୭ ଜଣ ମତ୍ସଜୀବୀଙ୍କୁ ଅଟକ ରଖାଯାଇଛି । ସୂଚନା ଅନୁସାରେ, ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ପାଶ୍ୱବର୍ତ୍ତୀ ନିଷିଦ୍ଧାଞ୍ଚଳରେ କିଛି ମତ୍ସଜୀବୀ ମାଛ ଧରୁଥିବା ବେଳେ ଧରାପଡିଛନ୍ତି ଯାହା ପରେ ତାଙ୍କୁ ଅଟକ ରଖାଯାଇଛି । ତେବେ ବେଆଇନ ଭାବେ ମାଛ ଧରୁଥିବା ଅଭିଯୋଗ ହୋଇଛି ।

Konarka News

ବେଆଇନ ଭାବେ ମାଛ ଧରୁଥିବା ଅଭିଯୋଗରେ ୭ ଜଣ ମତ୍ସଜୀବୀଙ୍କୁ ଅଟକ ରଖାଯିବା ସହ ଟ୍ରଲରକୁ ମଧ୍ୟ ଜବତ କରାଯାଇଛି । ତେବେ ଅଲିଭ୍ ରିଡଲେ ପାଇଁ ୧୦ କିମି ପରିଧି ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+