କେଜ୍ରିୱାଲଙ୍କୁ ଲାଗିଲା ଝଟକା, ନିର୍ବାଚନ ପୂର୍ବରୁ ଦଳ ଛାଡିଲେ ୭ ବିଧାୟକ
ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିକୁ ଲାଗିଲା ଝଟକା । ନିର୍ବାଚନ ପୂର୍ବରୁ ଦଳରୁ 7 ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ସୂତ୍ର ଅନୁସାରେ, ଏହି ବିଧାୟକମାନେ ନିର୍ବାଚନ ପାଇଁ ଟିକେଟ୍ ନ ମିଳିବାରୁ ଦଳ ଛାଡିବାର ନିଷ୍ପତ୍ତି ନେଇଛନ୍ତି । ତେବେ ଆଗକୁ ଦଳର ଅନ୍ୟ ସଦସ୍ୟ ମଧ୍ୟ ଏପରି ନିଷ୍ପତ୍ତି ନେଇ ପାରନ୍ତି ।













Click it and Unblock the Notifications