Get Updates
Get notified of breaking news, exclusive insights, and must-see stories!

ନିଯୁକ୍ତ ହେଲେ ୬ ନୂଆ ଉପଜିଲ୍ଲାପାଳ; ୬ ଟ୍ରେନି IASଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର

ନିଯୁକ୍ତ ହେଲେ ୬ ନୂଆ ଉପଜିଲ୍ଲାପାଳ। ୬ ଟ୍ରେନି IASଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । IAS ଅକ୍ଷୟ ପିଲାଇଙ୍କୁ ବଣାଇ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଆଠଗଡ଼ ଉପଜିଲ୍ଲାପାଳ ହୋଇଛନ୍ତି IAS ପ୍ରହ୍ଲାଦ ନାରାୟଣ ।

ସେହିପରି IAS ଅରୁଗୁଳା ସ୍ନେହାଙ୍କୁ ପଦ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।IAS ଆକବରମ ସାସି ରେଡ୍ଡୀ ଜୟପୁର ଉପଜିଲ୍ଲାପାଳ, IAS ସମୀର କୁମାର ଜେନା ତାଳଚେର ଉପଜିଲ୍ଲାପାଳ ଏବଂ ରାଇରଙ୍ଗପୁର ଉପଜିଲ୍ଲାପାଳ ଭାବେ IAS ସୌମ୍ୟରଞ୍ଜନ ପ୍ରଧାନଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର।

sub collector
  • ୧) ବଣାଇ - ଅକ୍ଷୟ ପାଲ
  • ୨) ଆଠଗଡ଼ - ପ୍ରହ୍ଲାଦ ନାରାୟଣ ଶର୍ମା
  • ୩) ପଦ୍ମପୁର - ଅରୁଗୁଳା ସ୍ନେହା
  • ୪) ଜୟପୁର - ଆକବରମ ସାସି ରେଡ୍ଡୀ
  • ୫) ତାଳଚେର - ସମୀର କୁମାର ଜେନା
  • ୬) ରାଇରଙ୍ଗପୁର - ସୌମ୍ୟରଞ୍ଜନ ପ୍ରଧାନ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+