Get Updates
Get notified of breaking news, exclusive insights, and must-see stories!

ମଧୁବାବୁ ପେନସନ ଯୋଜନାରେ ଭତ୍ତା ଅପେକ୍ଷାରେ ୬ ଲକ୍ଷ ବ୍ୟକ୍ତି

ମଧୁବାବୁ ପେନସନ ଯୋଜନାରେ ଭତ୍ତା ଅପେକ୍ଷାରେ ୬ ଲକ୍ଷ ବ୍ୟକ୍ତି । ୬ ଲକ୍ଷ ୩୬ ହଜାର ୮୫୮ ଜଣ ଆବେଦନକାରୀ ଭତ୍ତା ଅପେକ୍ଷାରେ ଅଛନ୍ତି। ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ସାମାଜିକ ସୁରକ୍ଷା ମନ୍ତ୍ରୀଙ୍କ ଉତ୍ତର ଦେଉଛନ୍ତି । ୮୦ରୁ ଊର୍ଦ୍ଧ ବୟସ୍କ ୩୬୯୨ ଜଣ ଆବେଦନ କରି ଅପେକ୍ଷା କରିଛନ୍ତି । ୮୦%ରୁ ଅଧିକ ଭିନ୍ନକ୍ଷମ ୫୯୮୧ ଜଣ ଆବେଦନ କରି ଭତ୍ତା ଅପେକ୍ଷାରେ । ଗଞ୍ଜାମରେ ସର୍ବାଧିକ ୬୫ ହଜାର ୫୫ ଜଣ ଭତ୍ତା ପାଇଁ ଅପେକ୍ଷା କରିଛନ୍ତି । କଟକରେ ସର୍ବାଧିକ ୫୬୫ ଜଣ ଭିନ୍ନକ୍ଷମ ବ୍ୟକ୍ତି ଭତ୍ତା ଅପେକ୍ଷାରେ ।

Madhubabu Pension Scheme
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+