ଏସସିବିରେ ଲାଗିବ ECMOର ୬ଟି ୟୁନିଟ୍: ସିବିକେ ମହାନ୍ତି

ECMO (Extracorporeal membrane oxygenation) ମେସିନର ବ୍ୟବହାର ନେଇ ପ୍ରତିକ୍ରିୟା ପରଖିଛନ୍ତି DMET ସିବିକେ ମହାନ୍ତି ।ରାଜ୍ୟ ସରକାର କଟକ ଏସସିବିରେ ECMO ମେସିନର ୬ଟି ୟୁନିଟ ଖୋଲିବା ଲାଗି ଯୋଜନା କରିଥିବା ସେ କହିଛନ୍ତି।

ଭୁବନେଶ୍ୱର: ECMO (Extracorporeal membrane oxygenation) ମେସିନର ବ୍ୟବହାର ନେଇ ପ୍ରତିକ୍ରିୟା ପରଖିଛନ୍ତି DMET ସିବିକେ ମହାନ୍ତି ।ରାଜ୍ୟ ସରକାର କଟକ ଏସସିବିରେ ECMO ମେସିନର ୬ଟି ୟୁନିଟ ଖୋଲିବା ଲାଗି ଯୋଜନା କରିଥିବା ସେ କହିଛନ୍ତି।

CBK Mohanty

ସେ କହିଛନ୍ତି, ECMO ମେସିନର ବ୍ୟବହାର ଆଗରୁ ଆମ ଦେଶରେ ଏତେ ନ ଥିଲା। ମୋ ଜାଣିବାରେ ଦେଶରେ ୨୧ଟି ପଞ୍ଜୀକୃତ ECMO ୟୁନିଟ୍ ରହିଛି। ବର୍ତ୍ତମାନ କୋଭିଡ୍ ଯୋଗୁଁ ଏହି ମେସିନର ଆବଶ୍ୟକତା ବଢ଼ିଛି। ଏହି ମେସିନ ଚଲାଇବା ଲାଗି ଯେଉଁ ମାନବ ସମ୍ବଳରୁ ଆବଶ୍ୟକତା ରହିଛି , ତାହାକୁ ପୂରଣ କରି ୟୁନିଟ୍ ଚାଲୁ କରାଯିବ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+