ନବୀନଙ୍କ ପରେ ପୁଣି ଏକାମ୍ର କ୍ଷେତ୍ର ପରିଦର୍ଶନ କଲେ 5T ସଚିବ

ଆଜି ବଡି ଭୋରରୁ ଏକାମ୍ର କ୍ଷେତ୍ର ବୁଲି ଦେଖିଛନ୍ତି 5ଟି ସଚିବ ଭି.କେ ପାଣ୍ଡିଆନ ।

ଭୁବନେଶ୍ୱର: 5ଟି ସଚିବ ଭି.କେ ପାଣ୍ଡିଆନଙ୍କ ଏକାମ୍ର କ୍ଷେତ୍ର ପରିଦର୍ଶନ । ଆଜି ବଡି ଭୋରରୁ ଏକାମ୍ର କ୍ଷେତ୍ର ବୁଲି ଦେଖିଛନ୍ତି 5ଟି ସଚିବ ଭି.କେ ପାଣ୍ଡିଆନ ।
ଶ୍ରୀମନ୍ଦିର ପରେ ଫୋକସରେ ରହିଛି ଏକାମ୍ର କ୍ଷେତ୍ର । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏକାମ୍ର କ୍ଷେତ୍ରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ।

5ଟି ସଚିବ ଭି.କେ ପାଣ୍ଡିଆନ

ଉଲ୍ଲେଖଥାଉ କି, ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର କ୍ଷେତ୍ର ପରିଦର୍ଶନ କରିଥିଲେ । ଲିଙ୍ଗରାଜ ମନ୍ଦିରର ରୂପାନ୍ତର କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ।ଏକାମ୍ର କ୍ଷେତ୍ର ବୁଲି ଦେଖିବା ପରେ ଲିଙ୍ଗରାଜ ମନ୍ଦିର ପାଇଁ ଶ୍ରୀମନ୍ଦିର ଢାଞ୍ଚାରେ ସ୍ୱତନ୍ତ୍ର ଆଇନ ଆସିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

5ଟି ସଚିବ ଭି.କେ ପାଣ୍ଡିଆନ

ତେବେ ଆଜି ପୁଣି ଏକାମ୍ର କ୍ଷେତ୍ର ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ । ବରିଷ୍ଠ ଅଧିକାରୀଙ୍କ ସହ ସେ ପ୍ରକଳ୍ପ ଅଗ୍ରଗତି ନେଇ ଅନୁଧ୍ୟାନ କରିଛନ୍ତି । ଦୋକାନୀଙ୍କ ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମଧ୍ୟ ୫ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଭଙ୍ଗା ଯାଇଥିବା ରାସ୍ତାଘାଟ ସଫା କରିବା ସହ ବିକଳ୍ପ ରାସ୍ତା ବ୍ୟବସ୍ଥା କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

5ଟି ସଚିବ ଭି.କେ ପାଣ୍ଡିଆନ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+