ଭୁବନେଶ୍ୱରରେ ଦୂର ହେବ ଟ୍ରାଫିକ୍ ସମସ୍ୟା , ସ୍ଥିତି ଅନୁଧ୍ୟାନ କଲେ 5-T ସଚିବ

ODISHA :5T Secretary VK Pandian Reviews Traffic Situation In Bhubaneswarଭୁବନେଶ୍ୱରରେ ଦୂର ହେବ ଟ୍ରାଫିକ୍ ସମସ୍ୟା , ସ୍ଥିତି ଅନୁଧ୍ୟାନ କଲେ 5-T ସଚିବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦୂର ହେବ ଟ୍ରାଫିକ୍ ସମସ୍ୟା । ଟ୍ରାଫିକ ବ୍ୟବସ୍ଥାରେ ଆସିବ ବ୍ୟାପକ ପରିବର୍ତ୍ତନ । ଭୁବନେଶ୍ୱରର ଲୋକସଂଖ୍ୟା ବଢିବା ସହ ଗାଡ଼ିମୋଟର ସଂଖ୍ୟା ମଧ୍ୟ ବଢୁଛି । ଫଳରେ ଟ୍ରାଫିକ୍ ସସମ୍ୟା ମଧ୍ୟ ଦେଖାଯାଉଛି । ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସକାଳୁ ଭୁବନେଶ୍ୱରର ବିଭିନ୍ନ ଛକ ବୁଲିଲେ ୫-ଟି ସଚିବ । ବିଭିନ୍ନ ଟ୍ରାଫିକ୍ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ 5-T ସଚିବ ଭି.କେ ପାଣ୍ତିଆନ । ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ODISHA

ତେବେ ଭୁବନେଶ୍ୱରରେ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଓ ଟ୍ରାଫିକ୍ ସମସ୍ୟାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ବଡି ଭୋରରୁ ରାଜଧାନୀର ବିଭିନ୍ନ ଛକ ବୁଲିବା ସହ ଟ୍ରାଫିକ ବ୍ୟବସ୍ଥାର ତଦାରଖ କରିଛନ୍ତି 5-T ସଚିବ ଭି.କେ ପାଣ୍ତିଆନ । ତେବେ ଶିଶୁଭବନ , ରବି ଟକିଜ ,କଳ୍ପନା,ବେହେରା ସାହି ,ରସୁଲଗଡ଼,ଛକ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ 5-T ସଚିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+