ଓଡ଼ିଶାରେ ୫୯ H3N2 ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାରେ H3N2 ଭୂତାଣୁରେ ୫୯ ଜଣ ଆକ୍ରାନ୍ତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ମାସ ଅର୍ଥାତ୍ ଜାନୁଆରୀ, ଫେବ୍ରୁଆରୀରେ ୨୨୫ଟି ସାମ୍ପୁଲ ସଂଗ୍ରହ ହୋଇଥିଲା ।

H3N2 : ରାଜ୍ୟରେ H3N2 ଭୂତାଣୁରେ ୫୯ ଜଣ ଆକ୍ରାନ୍ତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ମାସ ଅର୍ଥାତ୍ ଜାନୁଆରୀ, ଫେବ୍ରୁଆରୀରେ ୨୨୫ଟି ସାମ୍ପୁଲ ସଂଗ୍ରହ ହୋଇଥିଲା । ଯାହା ମଧ୍ୟରୁ ୫୯ଟି ପଡିଟିଭ୍ ଟିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଲେ
ଆରଏମଆରସି ନିର୍ଦ୍ଦେଶିତା ଡାକ୍ତର ସଂଘମିତ୍ରୀ ପତି ।
H3N2 ଇନଫ୍ଲୁ ଏନଜା କ'ଣ
ଅନ୍ୟ ଭୂତାଣୁ ଜନିତ ଫ୍ଲୁ ପରି ଏହା ଏକ ଫ୍ଲୁ' ରୋଗ । ଏହା ବାୟୁ ମଧ୍ୟମରେ ବ୍ୟାପୁଥିବା ରୋଗ ଯାହା କାଶ ଛିଙ୍କରୁ ବାହାରୁଥିବା ସୂକ୍ଷ୍ମ ଜଳକଣିକା ଦ୍ୱାରା ବ୍ୟାପିଥାଏ । ଜ୍ୱର, କାଶ, ଥଣ୍ତା ଲାଗି ରହିବା । ଅଣନିଶ୍ୱାସୀ ଲାଗିବା ପରି ଲକ୍ଷଣ ଦେଖା ଦେଇଥାଏ । ସେହିପରି ବ୍ୟକ୍ତିକୁ ଶରୀରରେ ପୀଡା ଏବଂ ଥକ୍କା ଲାଗିଥାଏ । ତେବେ ଏପରି ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଅଜଥା ମେଡିସିନ୍ ଖାଆନ୍ତୁ ନାହିଁ । ସୂଚନାଥାଉ ଯେ, H3N2 ଭାଇରସରେ କରୋନାର ସମସ୍ତ ଲକ୍ଷଣି ପରିଲିକ୍ଷିତ ହୋଇଥାଏ । ଯାହା ପ୍ରତେକ ବର୍ଗର ଲୋକଙ୍କୁ ହେବାର ସମ୍ଭାବନା ରହିଛି ।
ସୂଚନାଥାଉ ଯେ,ଗତକାଲି ଦେଶରେ H3N2 ଇନଫ୍ଲୁଏଞ୍ଜାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ହରିୟାଣା ଓ କର୍ଣ୍ଣାଟକରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ରିପୋର୍ଟ ଅନୁସାରେ H3N2ଭୂତାଣୁର ୮୦ଟି ମାମଲା ଚିହ୍ନଟ ହୋଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications