ରାଜ୍ୟରେ କାର୍ଯ୍ୟକ୍ଷମ ହେବ ୫୭ଟି ସବ୍-ରେଜିଷ୍ଟ୍ରାର ଅଫିସ
ରାଜ୍ୟରେ କାର୍ଯ୍ୟକ୍ଷମ ହେବ ୫୭ଟି ସବ୍-ରେଜିଷ୍ଟ୍ରାର ଅଫିସ ବା ଉପନିବନ୍ଧନ କାର୍ଯ୍ୟାଳୟ। ଫେବୃୟାରୀ ୫ରୁ ହେବ କାର୍ଯ୍ୟକ୍ଷମ। ଜମି କିଣା-ବିକା ଏବଂ ପଞ୍ଜୀକରଣରେ ହେବ ସୁବିଧା। ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ଏବେ ୩୨୨ଟି ସବ୍-ରେଜିଷ୍ଟ୍ରାର ଅଫିସ ରହିଛି। ଆଗକୁ ଆହୁରି ସବ୍-ରେଜିଷ୍ଟ୍ରାର ଅଫିସ କାର୍ଯ୍ୟକ୍ଷମ ହେବା ପରେ ଜମି କିଣା-ବିକା ପଞ୍ଜୀକରଣରେ ଆହୁରି ସୁବିଧା ହେବ।













Click it and Unblock the Notifications