ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ,ପରେଡ୍‌ରେ ଭାଗ ନେବେ ୫୪ଟି କଣ୍ଟିନଜେଣ୍ଟ

ଭୁବନେଶ୍ବର ଗାନ୍ଧୀ ମାର୍ଗରେ ପାଳିତ ହେବ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ । ରାଜ୍ୟପାଳ ହରିବାବୁ କମ୍ଭମପାଟି ପତାକା ଉତ୍ତୋଳନ କରିବେ । ଗାନ୍ଧୀ ମାର୍ଗରେ ଚିତ୍ତାକର୍ଷକ ପରେଡ ହେବ । ଭାଗ ନେବେ ୫୧ କଣ୍ଟିଜେଣ୍ଟ । ରାଜ୍ୟର ବିଭିନ୍ନ ୟନିଫର୍ମ ଟ୍ରୁପ୍ ସହ ସିଆରପିଏଫ, ଓଆଇଏସଏଫ, ହୋମଗାର୍ଡ, ସିଭିଲ ଡିଫେନ୍ସ ଭଳି ବିଭିନ୍ନ କଣ୍ଟିଜେଣ୍ଟ ପରେଡ କରିବେ ।

Republic Day parade in Bhubaneswar

ଗାନ୍ଧୀ ମାର୍ଗରୁ ପ୍ରଦର୍ଶିତ ହେବ ରାଜ୍ୟର ସାଂସ୍କୃତି ଝଲକ । ୫ଟି ଲୋକ ନୃତ୍ୟ ଓ ଲୋକକଳା ଗ୍ରୁପ ଅଂଶ ଗ୍ରହଣ କରିବେ । ଚଳିତ ଥର ପରେଡର ନେତୃତ୍ୱ ନେଉଛନ୍ତି ଯୁବ IPS ଅଧିକାରୀ ରାକେଶ ସାହୁ । ଏଥର ଗଣତନ୍ତ୍ର ଦିବସରେ ବଡ଼ ଆକର୍ଷଣ ହେବ ଡେୟାର ଡେଭିଲ ସୋ । ଦୁଃସାହସିକ ବାଇକ ଷ୍ଟଣ୍ଡ ସାଙ୍ଗକୁ କୁନି କୁନି ପିଲାଙ୍କ ଦ୍ୱାରା ସ୍କେଟିଂ । ତା ସହ ଚିତ୍ତାକର୍ଷକ ହେବ ୧୪ଟି ପ୍ରଜ୍ଞାପନ ମେଢ଼ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+