୨୪ ଘଣ୍ଟାରେ ୫୧୨ ନୂଆ ଆକ୍ରାନ୍ତ ଚିହ୍ନଟ, ୫ ମୃତ

ମହାମାରୀ କୋଭିଡ ୧୯ ସାରା ବିଶ୍ୱକୁ କାବୁ କରି ରଖିଥିଲା । ଏହା ଜନସାଧାରଣଙ୍କୁ ସଂକଟ ପରିସ୍ଥିତିରେ ପକାଇବା ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା । ଟୀକା ଆସିବା ପରେ କୋଭିଡ୍ ଧିରେ ଧିରେ କମିଥିଲା । କିନ୍ତୁ ପୁଣିଥରେ ଏହି କରୋନା ଦେଶରେ ବ୍ୟାପିବା ଦେଖିବାକୁ ମିଳିଛି । ଭାରତରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ଖୁବ ବଢିବାରେ ଲାଗିଛି ।

ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ଦେଶରେ ୪୦୨୬ରେ ପହଞ୍ଚିଛି । ୨୪ ଘଣ୍ଟାରେ ୫୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୩୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+