ସଡ଼କ ସୁରକ୍ଷା ମାସରେ ଦୁର୍ଘଟଣା ନେଇଛି ୫୦୫ ମୁଣ୍ଡ, ଆହତ ହୋଇଛନ୍ତି ୮୪୮ ଜଣ; ସୂଚନା ଦେଲେ ମନ୍ତ୍ରୀ

ବଡ ସୂଚନା ଦେଲେ ମନ୍ତ୍ରୀ । ସଡ଼କ ସୁରକ୍ଷା ମାସରେ ସଡ଼କ ଦୁର୍ଘଟଣା ନେଇଛି ୫୦୫ ଜଣଙ୍କ ମୁଣ୍ଡ । ଆଜି ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଉତ୍ତର ଦେଇଛନ୍ତି । ଗୋଟିଏ ମାସରେ ୮୪୮ ଦୁର୍ଘଟଣାରୁ ୪୭୨ ଜଣ ଆହତ ହୋଇଛନ୍ତି । ସଡ଼କ ସୁରକ୍ଷା ସଚେତନତା ପାଇଁ ଖର୍ଚ୍ଚ ହୋଇଛି ୧ କୋଟି ୮୯ ଲକ୍ଷ ଟଙ୍କା ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

bibhuti jena
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+