ଝାଡ଼ାବାନ୍ତିରେ ୫୦ ଆକ୍ରାନ୍ତ: ୯ ଜଣ ମେଡିକାଲରେ ଭର୍ତ୍ତି
Odisha News: ଝାଡ଼ାବାନ୍ତିରେ ୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୯ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନୁଗୁଳ କଣିହାଁ ବ୍ଲକ ଗହମ ଗାଁରେ ବ୍ୟାପିଛି ଝାଡାବାନ୍ତି । ଦୂଷିତ ପାଣି ପିଇ ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ସନ୍ଦେହ କରାଯାଉଛି । ଘର ଘର ବୁଲି ORS ଏବଂ ଔଷଧ ବାଣ୍ଟୁଛନ୍ତି ଆଶା କର୍ମୀ ।

ଗାଁ ମେଡିକାଲରେ ପହଞ୍ଚି ପାଣି ନମୁନା ସଂଗ୍ରହ କରିଛନ୍ତି । ଅନୁଗୁଳ କଣିହାଁ ବ୍ଲକ ଗହମ ଗାଁରେ ଝାଡାବାନ୍ତି ବ୍ୟାପିଛି । ଦୂଷିତ ପାଣି ପିଇ ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ସନ୍ଦେହ କରାଯାଉଛି ସେହିପରି ଘର ଘର ବୁଲି ORS ଏବଂ ଔଷଧ ବାଣ୍ଟୁଛନ୍ତି ଆଶା କର୍ମୀ ।












Click it and Unblock the Notifications