Odisha News: nbsp;କୋଭିଡରେ ଯାଇଛି ୫୦ ଜଣ ସାମ୍ବାଦିକଙ୍କ ଜୀବନ । ଗଞ୍ଜାମରେ ୧୦, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୮, ସୁନ୍ଦରଗଡ଼ରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର nbsp;ରଖିଲେ ।