ରାଜ୍ୟର ୫ ଦୋକାନୀ ବିକୁଥିଲେ ନକଲି ସୁନା
ଭୁବନେଶ୍ବର : ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା । ରାଜ୍ୟର ୫ ଅଳଙ୍କାର ଦୋକାନରେ ବିକ୍ରି ହେଉଥିଲା ନକଲି ସୁନା । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ।

ଏ ନେଇ ୨୦୨୨-୨୩ରେ ମାପକ ତ୍ରୁଟି ଯୋଗୁଁ ୬ଟି ମାମଲା ରୁଜୁ, ୨୩୫୦୦ ଜରିମାନା ଆଦାୟ କରାଯାଇଥିଲା। ୨୦୨୩-୨୪ରେ ୬ଟି ମାମଲା, ୧ ଲକ୍ଷ ୫୫ ହଜାର ଏବଂ ୨୦୨୪-୨୫ ନଭେମ୍ବର ସୁଦ୍ଧା ୪ଟି ମାମଲା, ୪୮ ହଜାର ଫାଇନ ଆଦାୟ ହୋଇଛି।












Click it and Unblock the Notifications