ବିଜେଡିର ନୂଆ ମିଡିଆ ଟିମ୍, ୫ ଜଣ ଜାତୀୟ ମୁଖପାତ୍ର
ବିଜେଡିର ନୂଆ ମିଡିଆ ଟିମ୍, ୫ ଜଣ ଜାତୀୟ ମୁଖପାତ୍ର
ଭୁବନେଶ୍ୱର: ନୂଆ ବର୍ଷ ପୂର୍ବରୁ ଘୋଷଣା ହେଲା ବିଜେଡିର ନୂଆ ମିଡିଆ ଟିମ୍ । ୫ ଜଣଙ୍କୁ ଜାତୀୟ ମୁଖପାତ୍ର ଦାଇତ୍ୱ ମିଳିଛି । ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ଶର୍ମିଷ୍ଠା ସେଠୀ ଏବଂ ପିନାକୀ ମିଶ୍ରଙ୍କୁ ଜାତୀୟ ମୁଖପାତ୍ର ଦାୟିତ୍ୱ ମିଳିଛି । ସେହିପରି ଲେନିନ୍ ମହାନ୍ତିଙ୍କୁ ଗଣମାଧ୍ୟମ ସଂଯୋଜକ ଓ ମଧୁସ୍ମିତା ନାୟକଙ୍କୁ ଗଣମାଧ୍ୟମ ସହ ସଂଯୋଜକ ଭାବେ ନୂଆ ଦାୟିତ୍ୱ ମିଳିଛି ।

୧୬ ଜଣଙ୍କୁ ମୁଖପାତ୍ର ଦେଇଛି ଦଳ । ଦେବୀ ପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରାଣୀ ମୁର୍ମୁ, ପ୍ରଦୀପ ମାଝୀ, ଅନୁଭବ ପଟ୍ଟନାୟକ, ଲେନିନ୍ ମହାନ୍ତି, ସୁଲତା ଦେଓ, ସଞ୍ଜୟ ବାବୁ, ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ହରୀଶ ଚୌଧୁରୀ, ଗୌତମବୁଦ୍ଧ ଦାସ, ଅମିତ ମଲ୍ଲିକ, ତୁମ୍ବନାଥ ପଣ୍ତା, ଓମ୍ ପ୍ରକାଶ ସାହୁ, ପ୍ରିୟବ୍ରତ ମାଝୀଙ୍କୁ ମୁଖପାତ୍ର ଭାବେ ଦାୟିତ୍ୱ ଦେଇଛି ଦଳ ।












Click it and Unblock the Notifications