ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ୍ ସିଲିଣ୍ଡର୍
ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ ସିଲିଣ୍ଡର । ୫ କେଜି ଗ୍ୟାସ ବିତରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ଛାତ୍ରଛାତ୍ରୀ ଓ ଶ୍ରମିକମାନେ ନିଜର ପରିଚୟ ପତ୍ର ଦେଖାଇ ନେଇ ପାରିବେ ଗ୍ୟାସ୍ ସିଲିଣ୍ଡର । କ୍ୟାମ୍ପ ଓ ପେଟ୍ରୋଲ ପମ୍ପରୁ ୫ କେଜି ଗ୍ୟାସ୍ ସିଲିଣ୍ଡର ନେଇପାରିବେ । ୫ କେଜି ନୂଆ ସିଲିଣ୍ଡର ନେଲେ ୧ ହଜାର ୫୩୭ ଟଙ୍କା ଏବଂ ରିଫିଲ ପାଇଁ ୫୯୩ ଟଙ୍କା ଦେବାକୁ ହେବ । ରିଫିଲ୍ ପାଇଁ କୌଣସି କଟକଣା ନାହିଁ । ଏବେ ପ୍ରଚୁର ପରିମାଣରେ ଗ୍ୟାସ୍ ମହଜୁଦ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଆଇଓସିଏଲ୍ ଓଡ଼ିଶା ମୁଖ୍ୟ କମଳ ସିଲ୍ ମଧ୍ୟ ସୂଚନା ଦେଇଛନ୍ତି ଯେ, ଘରୋଇ ଗ୍ୟାସ୍ ଯୋଗାଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ବୁକିଂର ୭ ଦିନ ମଧ୍ୟରେ ଗ୍ୟାସ୍ ନପହଞ୍ଚିଲେ ଉପଭୋକ୍ତାଙ୍କୁ ଅଭିଯୋଗ କରିବାକୁ ଅପିଲ୍ କରିଛନ୍ତି । ସେ ମଧ୍ୟ କହିଛନ୍ତି, ୫ କେଜି ସିଲିଣ୍ଡରର କୌଣସି ଅଭାବ ନାହିଁ । କଲେଜ, ଶିଳ୍ପାଞ୍ଚଳ ଓ ବିଭିନ୍ନ ସ୍ଥାନରେ କ୍ୟାମ୍ପ ଲଗାଇ ଛୋଟ ସିଲିଣ୍ଡର ବଣ୍ଟନ ବ୍ୟବସ୍ଥା କରାଯାଇଛି । ପ୍ଲାଣ୍ଟରେ ପୂର୍ବରୁ ଗ୍ୟାସ ରିଫିଲ୍ କରି ମହଜୁଦ ରଖାଯାଇଛି । କମର୍ସିଆଲ୍ ଗ୍ୟାସର ୭୦ ପ୍ରତିଶତ ଯୋଗାଣ କରାଯାଉଛି । ମେଡିକାଲ, କଲେଜ ଓ ଅଙ୍ଗନବାଡ଼ିକୁ ଶତ ପ୍ରତିଶତ ଯୋଗାଣ ଜାରି ରହିଛି ।

ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ୍ ସିଲିଣ୍ଡର୍
୫ କେଜି ଗ୍ୟାସ୍ ବିତରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା
ନିଜ ପରିଚୟ ପତ୍ର ଦେଖାଇ ନେଇହେବ ୫ କେଜି ଗ୍ୟାସ୍ ସିଲିଣ୍ଡର୍
ଛାତ୍ରଛାତ୍ରୀ ଓ ଶ୍ରମିକମାନେ ୫ କେଜି ଗ୍ୟାସ୍ ସିଲିଣ୍ଡର୍ ନେଇପାରିବେ
କ୍ୟାମ୍ପ୍ ଓ ପେଟ୍ରୋଲ୍ ପମ୍ପରୁ ୫ କେଜି ଗ୍ୟାସ୍ ସିଲିଣ୍ଡର୍ ନେଇପାରିବେ
ନୂଆ ୫ କେଜି ସିଲିଣ୍ଡର୍ ନେଲେ ୧ ହଜାର ୫୩୭ ଟଙ୍କା ଦେବାକୁ ହେବ
୫ କେଜି ସିଲିଣ୍ଡର୍ ରିଫିଲ୍ ପାଇଁ ୫୯୩ ଟଙ୍କା ଦେବାକୁ ହେବ
୫ କେଜି ସିଲିଣ୍ଡର୍ରେ ରିଫିଲ୍ ପାଇଁ କୌଣସି କଟକଣା ନାହିଁ
ପ୍ରଚୁର ପରିମାଣରେ ଗ୍ୟାସ୍ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ
କଲେଜ, ଶିଳ୍ପାଞ୍ଚଳ ଓ ବିଭିନ୍ନ ସ୍ଥାନରେ କ୍ୟାମ୍ପ୍ ଲଗାଯାଇଛି
କ୍ୟାମ୍ପ୍ଗୁଡ଼ିକରେ ଛୋଟ ସିଲିଣ୍ଡର୍ ବଣ୍ଟନ ବ୍ୟବସ୍ଥା କରାଯାଇଛି
-
ତୁରନ୍ତ ଇରାନ ଛାଡ଼…. ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କଲେ କେନ୍ଦ୍ର ସରକାର -
Adani Group ମାମଲାରେ ନୂଆ ମୋଡ଼—US କୋର୍ଟ ଦେଲା ପ୍ରି-ମୋସନ୍ କନ୍ଫରେନ୍ସକୁ ଗ୍ରୀନ୍ ସିଗ୍ନାଲ -
ତୁରନ୍ତ ଇରାନ ଛାଡ଼…. ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କଲେ କେନ୍ଦ୍ର ସରକାର -
କାଳବୈଶାଖୀ ତାଣ୍ଡବରୁ ମିଳିବ ଆଶ୍ୱସ୍ତି, ୧୨ରୁ ପାରଦ ଉପରମୁହାଁ -
ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ -
ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ -
ପଛକୁ ହଟିଲେ ଟ୍ରମ୍ପ: ୨ ସପ୍ତାହ ପାଇଁ ଯୁଦ୍ଧ ବିରାମ କରିବାକୁ ରାଜି ହେଲେ ଆମେରିକା-ଇରାନ -
ଓଡ଼ିଆ ପକ୍ଷ : ଶିଶୁକଥା ଦିବସରେ ୧୮,୦୦୦ ବର୍ଣ୍ଣବୋଧ ଓ ଶିଶୁଲେଖା ପୁସ୍ତକ ବଣ୍ଟନ -
Karan Adani ଙ୍କ ବଡ଼ ଘୋଷଣା; ଓଡ଼ିଶାରେ ₹33,000 କୋଟିର ମେଗା ନିବେଶ, ଅନେକ ନୂତନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ -
ଆଜି ଦିଲ୍ଲୀ-ଗୁଜରାଟ ମୁକାବିଲା : ଫେରିବେ ଫିଟ୍ ଗିଲ୍, ଜଲୱା ଦେଖାଇବେ କେଏଲ୍ ରାହୁଲ୍ -
IPL 2026 : ଯଶସ୍ୱୀ-ବୈଭବ ଝଡ଼ରେ ଧରାଶାୟୀ ମୁମ୍ବାଇ, ୨୭ ରନ୍ରେ ହରାଇଲା ରାଜସ୍ଥାନ ରୟାଲ୍ସ



Click it and Unblock the Notifications