ଜାଲ୍ ସାର୍ଟିଫିକେଟ୍ ଦେଇ GDS ଚାକିରି ହାତେଇବା ଘଟଣା, ୫ଗିରଫ
କ୍ରାଇମବ୍ରାଞ୍ଚ ହାତରେ ଜାଲ ସାର୍ଟିଫିକେଟ୍ ରାକେଟ୍ । ଜାଲ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ (GDS) ଚାକିରି ହାତେଇବା ଘଟଣାରେ ବଲାଙ୍ଗୀରରୁ 5 ଜଣଙ୍କୁ ଚିହ୍ନଟ କରି ଗିରଫ କଲା କ୍ରାଇମବ୍ରାଞ୍ଚ CID ।

HSE ଓ ବିଭିନ୍ନ ବିଶ୍ବ ବିଦ୍ୟାଳୟ ନାଁରେ ଜାଲ ସାର୍ଟିଫିକେଟ ଦେଇଥିଲେ ଅଭିଯୁକ୍ତ । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ସମେତ 17 ଜଣ ଗିରଫ ହୋଇଥିଲେ ।












Click it and Unblock the Notifications