କିଡନୀ ରୋଗରେ ଗଲାଣି ୪୮୫୭ ଜୀବନ
Odisha News: ରାଜ୍ୟରେ ୩ ବର୍ଷ ମଧ୍ୟରେ କିଡନୀ ରୋଗରେ ଗଲାଣି ୪୮୫୭ ଜଣଙ୍କ ମୃତ୍ୟୁ । ଏନେଇ ଗୃହରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଲିଖିତ ଉତ୍ତର ରଖିଛନ୍ତି । ୧୫,୭୫୨ କିଡନୀ ରୋଗୀରୁ ୧୦,୮୫୯ ରୋଗୀ ଚିକିତ୍ସିତ ହେଉଛନ୍ତି । ୬୮ ଚିକିତ୍ସା କେନ୍ଦ୍ରରେ ୫୧୧ଟି ଡାଇଲିସିସ୍ ଶଯ୍ୟାର ବ୍ୟବସ୍ଥା ରହିଛି ।













Click it and Unblock the Notifications