ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୪୫ ମାଓବାଦୀ; ୨୨ ହାର୍ଡକୋର ମାଓବାଦୀଙ୍କ ନାଁରେ ୩୭ ଲକ୍ଷର ପୁରସ୍କାର ରାଶି
ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୪୫ ମାଓବାଦୀ । ବସ୍ତର, ନାରାୟଣପୁର ଓ ସୁକ୍ମାରେ ଆତ୍ମସମର୍ପଣ । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ମଧ୍ୟରେ ୩୭ ପୁରୁଷ ଓ ୮ ମହିଳା। ୨୨ ହାର୍ଡକୋର ମାଓବାଦୀଙ୍କ ନାଁରେ ୩୭ ଲକ୍ଷର ପୁରସ୍କାର ରାଶି ଥିଲା। ଆଉ ୨୩ ମାଓବାଦୀଙ୍କ ନାଁରେ ୧ କୋଟି ୧୮ ଲକ୍ଷର ପୁରସ୍କାର ରାଶି ଥିଲା।













Click it and Unblock the Notifications