ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରୀରୁ ନିଲମ୍ବନ ହୋଇଛନ୍ତି ୪୨୪ ଜଣ ଶିକ୍ଷକ
ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରୀରୁ ନିଲମ୍ବନ ହୋଇଛନ୍ତି ୪୨୪ ଜଣ ଶିକ୍ଷକ।
୪୨୪ ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛି ଗଣଶିକ୍ଷା ବିଭାଗ । ବିଧାୟିକା ସୁଭାଷିନୀ ଜେନାଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀଙ୍କ ଲିଖିତ ଉତ୍ତର । ବାଲେଶ୍ୱରର ୧୬ ଜଣ ଶିକ୍ଷକ ଜାଲ ସାର୍ଟିଫିକେଟ ଅଭିଯୋଗରେ ବହିଷ୍କୃତ ।













Click it and Unblock the Notifications