ପୂରଣ ହେବ ରାଜ୍ୟରେ ଖାଲି ପଡ଼ିଥିବା ୪୨୧୯ କନଷ୍ଟେବଲ ପଦବୀ

ପୂରଣ ହେବ ରାଜ୍ୟରେ ଖାଲି ପଡ଼ିଥିବା ୪୨୧୯ କନଷ୍ଟେବଲ ପଦବୀ । ସିଧାସଳଖ ନିଯୁକ୍ତ ହେବେ ୪୨୧୯ ପୋଲିସ କନଷ୍ଟେବଲ । ରାଜ୍ୟ ପୋଲିସ ମୁଖ୍ୟାଳୟର ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ । ପୋଲିସ ଡିଜିଙ୍କୁ ଚିଠି ଲେଖି ଜଣାଇଲା ଗୃହ ବିଭାଗ । ଆବଶ୍ୟକ ନିୟମାବଳୀ ପାଳନ କରି ସିଧା ନିଯୁକ୍ତି ଦିଆଯିବ । ସାଧାରଣ ପ୍ରଶାସନ ବିଭାଗର SOP ପାଳନ କରିବାକୁ ନିର୍ଦ୍ଦେଶ ।

constable posts
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+