୪ ପୁଲିସ କର୍ମଚାରୀ ନିଲମ୍ବିତ, ଏହି ବିଶେଷ କାରଣ ପାଇଁ

୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ନୟାଗଡ଼ ଏସ୍‌ପି ଏସ. ସୁଶ୍ରୀ। ବିଶୃଙ୍ଖଳିତ ଆଚରଣ ପାଇଁ ଶୁକ୍ରବାର ନୟାଗଡ଼ ରିଜର୍ଭ ପୁଲିସର ୩ ଜଣ ହାବିଲଦାର ଓ ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ହୋଇଥିବା ୪ ପୁଲିସ କର୍ମଚାରୀ ହେଉଛନ୍ତି ହାବିଲଦାର ଦୁର୍ଗାମାଧବ ଡୋରା, ହାବିଲଦାର ସଞ୍ଜୟ ମହାପାତ୍ର, ହାବିଲଦାର ସନ୍ତୋଷ ମହାପାତ୍ର ଏବଂ କନଷ୍ଟେବଳ ଦିଲ୍ଲୀପ ବେହେରା।

suspended

ସୂଚନା ଅନୁସାରେ, ଗତ ୩୧ ତାରିଖ ରାତିରେ ନୟାଗଡ଼ ସହର ମଧ୍ୟରେ ପୁଲିସ ହାବିଲଦାର ଓ କନେଷ୍ଟବଳ ସଂଘର ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷରୁ ଟାଉନ ଥାନାରେ ଦୁଇଟି ଏତଲା ହୋଇଥିଲା। ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ଶୃଙ୍ଖଳା ବିଭାଗରେ ବିଶୃଙ୍ଖଳିତ ଆଚରଣ ପାଇଁ ନୟାଗଡ଼ ଏସପି ଆଜି ୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+