ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ଜବାବ ତଲବ; ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସ
ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ଜବାବ ତଲବ । ସମୀର ଦାଶ, ସୀମୀରାଣୀ ନାୟକ, ରମେଶ ସାଏ ଓ ପର୍ଶୁରାମ ଧର୍ଡା ଙ୍କୁ ଜବାବ ତଲବ । ବାଚସ୍ପତିଙ୍କ ନିର୍ଦେଶରେ ନୋଟିସ କରିଛନ୍ତି ବିଧାନସଭା ସଚିବ ।
୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସ ଜାରି କରାଯାଇଛି । କାହିଁକି ବିଧାୟକ ପଦ ରଦ୍ଦ ନହେବ ପକ୍ଷ ସ୍ପଷ୍ଟ ରଖିବାକୁ ନୋଟିସ ଜାରି କରାଯାଇଛି । ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଆବେଦନ ଆଧାରରେ ନୋଟିସ ତଲବ କରାଯାଇଛି ।

କାହିଁକି ବିଧାୟକ ପଦ ରଦ୍ଦ ନହେବ ପକ୍ଷ ସ୍ପଷ୍ଟ ରଖିବାକୁ ନୋଟିସ ଜାରି କରାଯାଇଛି । ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଆବେଦନ ଆଧାରରେ ନୋଟିସ ତଲବ କରାଯାଇଛି । ବାଚସ୍ପତିଙ୍କ ନିଦେର୍ଦଶରେ ନୋଟିସ କରିଛନ୍ତି ବିଧାନସଭା ସଚିବ ।












Click it and Unblock the Notifications