ହୀରାକୁଦ ଡ୍ୟାମର ବନ୍ଦ ହେଲା ୪ ଗେଟ୍, ୧୦ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
ସମ୍ବଲପୁର: ହୀରାକୁଦ ଡ୍ୟାମର ବନ୍ଦ ହେଲା ୪ଟି ଗେଟ୍ ।ବର୍ତ୍ତମାନ ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ଉପର ମୁଣ୍ଡରେ ବର୍ଷା କମିବାରୁ ଗେଟ୍ ବନ୍ଦ କରାଯାଇଛି ୪ଟି ଗେଟ୍ ।

ସୂଚନାରୁ ପ୍ରକାଶ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିଲା । ଏହା ପରେ ପର୍ଯ୍ୟାୟ କ୍ରମେ ୧୬ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସିତ କରାଯାଇଥିଲା ।












Click it and Unblock the Notifications