ବ୍ରହ୍ମପୁର ଏମ୍କେସିଜି ମେଡିକାଲରୁ ୪ ଡାକ୍ତର ବହିଷ୍କୃତ
ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଶିଶୁରୋଗ ବିଭାଗ ପିଜି ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ । ୪ ଜଣ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଚୁକ୍ତିଭିତ୍ତିକ ସହକାରୀ ପ୍ରଫେସର ଓ ୩ ସିନିୟର୍ ରେସିଡେଣ୍ଟଙ୍କୁ ବହିଷ୍କୃତ କରାଯାଇଛି । ଅନ୍ୟ ଜଣେ ପିଜି ଡାକ୍ତରଙ୍କୁ ୬ ମାସ କଲେଜ ହଷ୍ଟେଲ ମନା କରାଯାଇଛି ।

ତେବେ DMETଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ନେଇ ଡିନ୍ ସୁଚିତ୍ରା ଦାଶଙ୍କ ସୂଚନା ଦେଇଛନ୍ତି । ଗତ ୨୦ ତାରିଖରେ ୩ନଂ ହଷ୍ଟେଲରେ ପିଜି ଛାତ୍ରଙ୍କୁ ଆକ୍ରମଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।












Click it and Unblock the Notifications