ରାଜ୍ୟରେ ଅଦ୍ୟାବଧି ୩୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ

ରାଜ୍ୟରେ ଅଦ୍ୟାବଧି ୩୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ। ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉତ୍ତର ।

ଭଦ୍ରକରେ ୧୯୯, କେନ୍ଦ୍ରାପଡାରେ ୧୬୪୯, ଭୁବନେଶ୍ବରରେ ୧୭ ଚିହ୍ନଟ, ଜଗତସିଂହପୁରରେ ୧୧୧୨, ମାଲକାନଗିରିରେ ୬୫୫, ନବରଙ୍ଗପୁରରେ ୧୦୬ ଜଣ ଚିହ୍ନଟ ହୋଇଛନ୍ତି। ୧୦ ବର୍ଷରେ ୪୧ ବଂଲାଦେଶୀଙ୍କ ନାଁରେ ଅପରାଧିକ ମାମଲା ରହିଛି।

3738 Bangladeshi

୧୦ ବର୍ଷରେ ପାନ ମସଲା, ଗୁଟ୍‌ଖା, ତମାଖୁରୁ ମିଳିଛି ୬୫୯୫.୫୫ କୋଟି। କ୍ରମାଗତ ଭାବେ ବଢ଼ୁଛି ଗୁଟ୍‌ଖା, ତମାଖୁ ଟିକସ ଆୟ । କେବଳ ୨୦୨୪-୨୫ରେ ୧ ହଜାର ୪୭ କୋଟି ଟଙ୍କା ଆଦାୟ । ୧୬ଟି ରାଜ୍ୟରୁ ଓଡ଼ିଶାକୁ ଆସୁଛି ପାନ ମସଲା, ଗୁଟ୍‌ଖା, ତମାଖୁ। ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+