ପୁଣି ଏକ ଘରୋଇ କଲେଜରୁ ୩୨ କରୋନା ପଜିଟିଭ୍ ଚିହ୍ନଟ

ଆଜି ଭବାନୀପାଟଣାର ଏକ ଘରୋଇ ମହାବିଦ୍ୟାଳୟରୁ ୩୨ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ କରୋନା ତାର ଲେଉଟାଣି କୋପ ଜାରି ରଖିଛି । କରୋନାର ପଞ୍ଝାରେ ଏବେ ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନ । ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରୁ ପଜିଟିଭି କେସ ଚିହ୍ନଟ କରାଯାଉଛି । ଆଜି ଭବାନୀପାଟଣାର ଏକ ଘରୋଇ ମହାବିଦ୍ୟାଳୟରୁ ୩୨ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Corona Positive

କଟକ, ଭୁବନେଶ୍ୱର, ରାଉରକେଲା, ଢ଼େଙ୍କାନାଳ ପରେ କଳାହାଣ୍ଡି ଜିଲ୍ଲାର କଲେଜରୁ ଚିହ୍ନଟ ହୋଇଛନ୍ତି କରୋନା ସଂକ୍ରମିତ । ଏନେଇ କଳାହାଣ୍ଡି ସିଡିଏମଓ ସୂଚନା ଦେଇଛନ୍ତି । କଲେଜରୁ ଏକାଧିକ ପଜିଟିଭ୍ କେସ୍ ଚିହ୍ନଟ ପରେ ମେଡିକାଲ୍ ଟିମ୍ ପହଞ୍ଚି କୋଭିଡ୍ ପରୀକ୍ଷା ଆରମ୍ଭ କରିଛି । କଣ୍ଟାକ୍ଟ ଟ୍ରେସିଂ କରି କୋଭିଡ୍ ଟେଷ୍ଟ ବଢ଼ା ଯାଉଥିବା ସୂଚନା ଦେଛନ୍ତି ସିଡିଏମଓ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+