୫ ବର୍ଷରେ ୩୧୦ ସରକାରୀ ବାବୁ ଗିରଫ , ୪୦ କୋଟି ଟଙ୍କା ହୋଇଛି ଜବତ
ଗତ ୫ ବର୍ଷରେ ୩୧୦ ସରକାରୀ ଅଧିକାରୀ ଓ କର୍ମଚାରୀ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ପାଇଁ ଗିରଫ । ୨୨ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ । ୪୦ କୋଟି ୮୪ଲକ୍ଷ ୬୭ ହଜାର ଟଙ୍କା ହୋଇଛି ଜବତ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ମୁଖ୍ୟନ୍ତ୍ରୀଙ୍କ ଉତ୍ତର ।













Click it and Unblock the Notifications