Get Updates
Get notified of breaking news, exclusive insights, and must-see stories!

୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ! ଅଟୋଚାଳକ ଗିରଫ

୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ! ଅଟୋଚାଳକ ଗିରଫ

ଗଞ୍ଜାମ: ପୁଣି ଲଜ୍ୱା । ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ । ଗିରଫ ହେଲା ଅଟୋଚାଳକ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଆସିକା ଥାନା ଅଞ୍ଚଳରେ । ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି ଆସିକା ଥାନା ପୋଲିସ ।

3 year girl rape !

ଅଭିଯୁକ୍ତ ନୀଳକଣ୍ଠ ବେହେରା ଏକ ଘରୋଇ ବିଦ୍ୟାଳୟ ପାଇଁ ଅଟୋ ଚଳାଉଥିଲେ । ଯେଉଁଥିରେ ଯିବା ଆସିବା କରୁଥିବା ଜଣେ ତିନିବର୍ଷର ଶିଶୁକନ୍ୟା ସହ ସେ ଦୁଷ୍କର୍ମ କରିଥିଲେ । ଘଟଣା ଜାଣିବା ପରେ ଶିଶୁ କନ୍ୟାର ପରିବାର ପକ୍ଷରୁ ଆସିକା ଥାନାରେ କେସ୍ ନମ୍ବର ୭୯୭ ଅନୁସାରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ପରିବାରର ଅଭିଯୋଗ ପରେ ଆସିକା ଥାନା ପୋଲିସ ନିଳକଣ୍ଠକୁ ଗିରଫ କରି କୋଟ ଚାଲାଣ କରିବା ସହ ଅଭିଯୁକ୍ତ ଓ ଶିଶୁକନ୍ୟାର ଡାକ୍ତରୀ ମାଇନା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲା । ସେପଟେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଶିଶୁ କନ୍ୟାର ବୟାୟ ରେକର୍ଡ କରାଯାଇଛି । ଦୁଷ୍କର୍ମକରୀ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+