ଚନ୍ଦକାର ଅସୁସ୍ଥ ଦନ୍ତାହାତୀକୁ ରେସ୍କ୍ୟୁ ଓ ଟ୍ରାଙ୍କୁଲାଇଜ ପାଇଁ ୩ ଟିମ୍
ଚନ୍ଦକାର ଅସୁସ୍ଥ ଦନ୍ତାହାତୀକୁ ଉଦ୍ଧାର ଓ ଟ୍ରାଙ୍କୁଲାଇଜ ପାଇଁ ୩ଟି ଟିମ୍ ଗଠନ କରାଯାଇଛି। ଭାଲୁଙ୍କା ଜଙ୍ଗଲର ଆଖପାଖ ଅଞ୍ଚଳରେ ଅସୁସ୍ଥ ଦନ୍ତା ବୁଲୁଛି। ତେବେ ଏହି ଦନ୍ତାହାତୀର ବାମଗୋଡ଼ ଫୁଲିଥିବାବେଳେ ଡ୍ରୋନ୍ ଜରିଆରେ ଲୋକେଶନ ଟ୍ରାକ୍ ପାଇଁ ପ୍ରୟାସ ଜାରି ରହିଛି। ଗୁରୁବାର ଉଦ୍ଧାର ସମୟରେ ଫରେଷ୍ଟରଙ୍କ ସମେତ ୨ ଜଣ ଆହତ ହୋଇଥିଲେ। ଆଜି ଦନ୍ତାକୁ ଟ୍ରାଙ୍କୁଲାଇଜ ପାଇଁ ୩ ଟିମ୍ ଗଠନ କରାଯାଇ ଜୋର୍ଦାର ପ୍ରୟାସ ଚାଲିଛି।













Click it and Unblock the Notifications